Singify

jihoba-tuma-namare-odiya-divotional-christian-song-full-video-128-ytshorts.savet

Female lead vocalsame original scaleexact melody and singing style. Faster upbeat tempoenergetic rhythm. Not slow. Preserve original tune and pitch. Realistic Odia Christian cover.

Created by: Singify

Created: Nov 21, 2026

Duration: 3:33

ଯିହୋବା ତୁମ ନାମରେ 
        କେତେ ଯେ ଶକ୍ତି ଅଛି
      କେତେ ଯେ ଶକ୍ତି ଅଛି (୨ଥର)
   ମୋଷାଙ୍କ ପ୍ରାର୍ଥନାରେ ମାନ୍ନା ବର୍ସାଇଲ (୨ଥର)
ଜିହୋଷୀୟ ଙ୍କ ପ୍ରାର୍ଥନାରେ ସୂର୍ଯ୍ୟ ଚନ୍ଦ୍ର ସ୍ତଗିତ କଲ(୨ଥର (୧ପଦ)
   
ଏଲିୟଙ୍କ ପ୍ରାର୍ଥନାରେ ଅଗ୍ନିରେ ଉତ୍ତର ଦେଲ (୨ଥର)
ଦାନିଏଲଙ୍କ ପ୍ରାର୍ଥନାରେ ସିଂହର ମୁଖ ବନ୍ଦ କଲ (୨ଥର) (୨ପଦ)
   
ହାନା ଙ୍କ ପ୍ରାର୍ଥନାରେ ରୁଦ୍ଧ ଗର୍ଭ ଫିଟାଇ ଦେଲ(୨ଥର)
ଯୁନସଙ୍କ ପ୍ରାର୍ଥନାରେ ମତ୍ସ୍ୟ ଉଦରୁ ରକ୍ଷା କଲ (୨ଥର) (୩ପଦ)

Create Your Own AI Music

Generate studio-quality songs in seconds